ମାଇଁ ଫାର୍ଷ୍ଟ ଲଭ୍

ଉଇକିପିଡ଼ିଆ ରୁ
Jump to navigation Jump to search
ମାଇଁ ଫାର୍ଷ୍ଟ ଲଭ୍
ନିର୍ଦ୍ଦେଶକ ମନୋରଞ୍ଜନ ପାଲ
ପ୍ରଯୋଜକ ଦେବେନ୍ଦ୍ର ନାଥ ସାହୁ
ସଂଳାପ (ସଂଳାପ): ମନୋରଞ୍ଜନ ସାହାଣୀ
କାହାଣୀ ଦେବେନ୍ଦ୍ର ନାଥ ସାହୁ
କଳାକାର ବୁଲୁ, ଜିନା, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ବ୍ରଜ ସିଂ
ସଙ୍ଗୀତ ମିତ୍ରଭାନୁ, ଅରବିନ୍ଦ, ଅଗ୍ନିରାଜ
ଚିତ୍ରଗ୍ରହଣ କିସୁ ଦା
ସମ୍ପାଦକ ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୭ ମାର୍ଚ୍ଚ ୨୦୧୫
ଦେଶ  ଭାରତ
ଭାଷା ଓଡ଼ିଆ

ମାଇଁ ଫାର୍ଷ୍ଟ ଲଭ୍, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଦେବେନ୍ଦ୍ର ନାଥ ସାହୁ । ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ ଦେବେନ୍ଦ୍ର ନାଥ ସାହୁ । ମନୋରଞ୍ଜନ ସାହାଣୀ ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିଲେ । ମନୋରଞ୍ଜନ ପାଲ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମିତ୍ରଭାନୁ, ଅରବିନ୍ଦ ଏବଂ ଅଗ୍ନିରାଜ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୧]

ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବୁଲୁ ଏବଂ ଜୀନା । ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ବ୍ରଜ ସିଂ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ମିତ୍ରଭାନୁ, ଅରବିନ୍ଦ ଏବଂ ଅଗ୍ନିରାଜ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ଗୀତ

କ୍ରମଗୀତସମୟ
1."ତୁମେ ଆସ" 
2."ତୁ ମୋର" 
3."ମାଇଁ ଫାର୍ଷ୍ଟ ଲଭ୍" 
4."ମୋ ସ୍ୱପ୍ନରୁ" 
5."ଜୀବନ ତ" 
6."ବୋତଲ ନାଚେ" 

ଆଧାର

  1. "My First Love". Odia Movie Database. Retrieved 13 August 2017. 

ବାହାର ଆଧାର